అర్థం : କଢ଼ିର ଫୁଲଟିଏ ବନିବାର ଅବସ୍ଥା
							ఉదాహరణ : 
							କଢିଟିଏ ଫୁଲ ରୂପରେ ହିଁ ବିକାଶ  ହୁଏ
							
ఇతర భాషల్లోకి అనువాదం :
The time and process of budding and unfolding of blossoms.
anthesis, blossoming, efflorescence, florescence, flowering, inflorescenceఅర్థం : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
							ఉదాహరణ : 
							ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
							
పర్యాయపదాలు : ଅଭ୍ୟୁଦୟ, ଉତ୍ଥାନ, ଉନ୍ନତି, ଉନ୍ନୟନ, ପ୍ରଗତି
ఇతర భాషల్లోకి అనువాదం :
Gradual improvement or growth or development.
Advancement of knowledge.అర్థం : ବିକଶିତ ହେବାର ପ୍ରକ୍ରିୟା ବା ଭାବ
							ఉదాహరణ : 
							ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ସବୁଠୁ ଅଧିକ ହୁଏ
							
పర్యాయపదాలు : ବୃଦ୍ଧି
ఇతర భాషల్లోకి అనువాదం :
Gradual improvement or growth or development.
Advancement of knowledge.అర్థం : ବଢ଼ିବା ଓ ବଢ଼େଇବା କାର୍ଯ୍ୟ
							ఉదాహరణ : 
							ଏହି ବର୍ଷ କମ୍ପାନୀର ବିକ୍ରିରେ ବିଶେଷ ବୃଦ୍ଧି ହୋଇଛି
							
పర్యాయపదాలు : ଅଭିବୃଦ୍ଧି, ବର୍ଦ୍ଧନ, ବୃଦ୍ଧି
ఇతర భాషల్లోకి అనువాదం :
बढ़ने या बढ़ाने की क्रिया।
इस साल कंपनी की बिक्री में बहुत अधिक वृद्धि हुई है।