అర్థం : ନିଜର ଉଦ୍ଗମ ସ୍ଥାନରୁ ପ୍ରକଟ ହେବା
							ఉదాహరణ : 
							ଗଂଙ୍ଗା ଗଂଙ୍ଗୋତ୍ରୀରୁ ବାହାରିଛି
							
పర్యాయపదాలు : ନିର୍ଗମ ହେବା, ପ୍ରାଦୂର୍ଭୂତ ହେବା
ఇతర భాషల్లోకి అనువాదం :
అర్థం : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
							ఉదాహరణ : 
							ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
							
ఇతర భాషల్లోకి అనువాదం :
అర్థం : ଅକ୍ଳେଶରେ ଉଚ୍ଚାରିତ ହେବା
							ఉదాహరణ : 
							ଗୁଳି ବାଜିବାକ୍ଷଣି ଗାନ୍ଧିଜୀଙ୍କ ମୁହଁରୁ ହେ ରାମ ବାହାରିଲା  ସାପକୁ ଦେଖି ପିଲାଟି ମୁହଁରୁ ଚିତ୍କାର ବାହାରିଲା
							
ఇతర భాషల్లోకి అనువాదం :
अनायास उच्चरित होना।
गोली लगते ही गाँधीजी के मुख से हे राम निकला।అర్థం : ପ୍ରଚଳିତ ବା ଲାଗୁହେବା
							ఉదాహరణ : 
							ଏଠି ପ୍ରତିଦିନ ନୂଆନୂଆ ଫେସନ୍ର ପୋଷାକ ବାହାରୁଛି
							
ఇతర భాషల్లోకి అనువాదం :
అర్థం : ରସ ବାହାରିବା
							ఉదాహరణ : 
							ତା ଘାଆରୁ ରକ୍ତମିଶା ପାଣି ଝରୁଛି
							
పర్యాయపదాలు : ଗଳିବା, ଝରିବା, ସ୍ରାବ ହେବା
ఇతర భాషల్లోకి అనువాదం :
అర్థం : କୌଣସି ପୁସ୍ତକଆଦି ଛପା ହୋଇ ଆସିବା
							ఉదాహరణ : 
							ତାଙ୍କର ଏକ ନୂଆ କବିତା ପୁସ୍ତକ ପ୍ରକାଶିତ ହୋଇଛି
							
పర్యాయపదాలు : ପ୍ରକାଶିତ ହେବା
ఇతర భాషల్లోకి అనువాదం :
అర్థం : ଅନବରତ ରସ ସ୍ୱରୂପ ବାହାରିବା
							ఉదాహరణ : 
							ତାଙ୍କର ବଥରୁ ପୂଜ ବୋହୁଛି
							
పర్యాయపదాలు : ବୋହିବା
ఇతర భాషల్లోకి అనువాదం :