అర్థం : କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା
							ఉదాహరణ : 
							ତାଙ୍କ ଭାଇ ଆମେରିକାରେ ରହନ୍ତି
							
పర్యాయపదాలు : ରହିବା
ఇతర భాషల్లోకి అనువాదం :
అర్థం : କାହାରି ଘରେ ଦୀର୍ଘସମୟ ଧରି ରହିବା
							ఉదాహరణ : 
							ସେ ଏଠାରେ କେତେମାସହେଲା ରହୁଛି
							
పర్యాయపదాలు : ଅବସ୍ଥାନକରିବା, ରହିବା
ఇతర భాషల్లోకి అనువాదం :
అర్థం : (ଜୀବନଯାପନ କରିବାପାଇଁ) ନିବାସ କରିବା
							ఉదాహరణ : 
							ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
							
పర్యాయపదాలు : ବସବାସକରିବା, ରହିବା
ఇతర భాషల్లోకి అనువాదం :