అర్థం : ଗୋଟିଏ ତାନ୍ତ୍ରିକ ମତ ଯେଉଁଥିରେ ମଦ୍ୟ,ମାଂସ ଆଦିକୁ ସେବନ କରିବାର ବିଧି ଅଛି
							ఉదాహరణ : 
							ବେଦରେ କୁହାଯାଇଛି ଦକ୍ଷିଣମାର୍ଗର ବିରୁଦ୍ଧରେ ବାମମାର୍ଗ  ପଡ଼ିଥାଏ
							
పర్యాయపదాలు : ବାମମାର୍ଗ
ఇతర భాషల్లోకి అనువాదం :
అర్థం : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ଯେ ସମର୍ଥନ କରୁଥାଏ
							ఉదాహరణ : 
							ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ
							
పర్యాయపదాలు : ବାମପଂଥୀ, ବାମବାଦୀ, ବାମମାର୍ଗୀ, ଲେଫ୍ଟିଷ୍ଟ
ఇతర భాషల్లోకి అనువాదం :