అర్థం : କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ
							ఉదాహరణ : 
							ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି
							
ఇతర భాషల్లోకి అనువాదం :
Money or goods or services owed by one person to another.
debtఅర్థం : ଯାହା ବଳକା ଅଛି (ଯେଉଁଠି ଅନ୍ୟସବୁ କୌଣସି ପ୍ରକାରେ ସମାପ୍ତ ବା ନଷ୍ଟ ହୋଇଯାଇଛି)
							ఉదాహరణ : 
							ଘରେ ନିଆଁ ଲାଗି ଆଉ କିଛି ବାକି ରହିଲା ନାହିଁ
							
ఇతర భాషల్లోకి అనువాదం :
वह जो बचा हो या बची हुई वस्तु (जबकि अन्य किसी प्रकार समाप्त सा नष्ट हो गया हो)।
घर में आग लगने से कुछ भी शेष नहीं बचा।అర్థం : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା
							ఉదాహరణ : 
							ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି
							
పర్యాయపదాలు : ଦେୟ, ପାଉଣା, ପ୍ରାପ୍ୟ ଧନ
ఇతర భాషల్లోకి అనువాదం :
A payment that is due (e.g., as the price of membership).
The society dropped him for non-payment of dues.అర్థం : ଯାହା ସମାପ୍ତ ହେଇନାହିଁ
							ఉదాహరణ : 
							ଅସମାପ୍ତ କାର୍ଯ୍ୟକୁ ପୂରା କର  ଅଧାପନ୍ତରିଆ ଜ୍ଞାନ ଘାତକ ହୋଇଥାଏ
							
పర్యాయపదాలు : ଅଧାଖଣ୍ଡିଆ, ଅପୂର୍ଣ୍ଣ, ଅସଂପୂର୍ଣ୍ଣ, ଅସମାପ୍ତ
ఇతర భాషల్లోకి అనువాదం :
అర్థం : ଯାହା ବ୍ୟବହାରରେ ଆସି ନପାରି ବଳି ଯାଇଛି
							ఉదాహరణ : 
							ବଳକା ଖାଇବା ଘୋଡ଼େଇକି ରଖିଦିଅ
							
ఇతర భాషల్లోకి అనువాదం :