అర్థం : ଅଧିକ ଅଂଶ ସହିତ ସମ୍ବନ୍ଧିତ ବା ଅଧିକ ଅଂଶର ବା ଯାହା ଅଧିକ ମାତ୍ରାରେ ଅଛି
							ఉదాహరణ : 
							ଏହି କ୍ଷେତ୍ରର ଅଧିକାଂଶ ଭାଗ ଜଙ୍ଗଲ ବେଷ୍ଠିତ
							
ఇతర భాషల్లోకి అనువాదం :
Greater in number or size or amount.
A major portion (a majority) of the population.అర్థం : ଖୁବ୍ ବେଶୀ
							ఉదాహరణ : 
							ସେଠ୍ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି  ସେ ତୁମକୁ ଖୁବ୍ ଭଲ ପାଉଛି
							
పర్యాయపదాలు : ଅଗଣତି, ଅତ୍ୟଧିକ, ଅସୀମ, ଖୁବ୍, ପ୍ରଚୁର, ବହୁତ ଅଧିକ, ବିପୁଳ
ఇతర భాషల్లోకి అనువాదం :
बहुत अधिक।
सेठ मुरालीलाल के पास अत्यधिक धन है।అర్థం : ଅଧିକ ମାତ୍ରାରେ
							ఉదాహరణ : 
							ସେ ଆଜି ଖୁବ ହସିଲା
							
పర్యాయపదాలు : ଅଧିକ, ଖୁବ, ବେଜାଏ
ఇతర భాషల్లోకి అనువాదం :
To a very great degree or extent.
I feel a lot better.