అర్థం : ଜମିବା ବା ଜମାଇବାର କ୍ରିୟା ବା ଭାବ
							ఉదాహరణ : 
							ଦହି ଭଲ ଭାବେ ବସିଛି  କାନ୍ଥ ଉପରେ ଶିଉଳି ଜମା ହୋଇଛି
							
పర్యాయపదాలు : ଜମିବା
ఇతర భాషల్లోకి అనువాదం :
అర్థం : ଭେଟିବା ଉଦ୍ଦେଶ୍ୟରେ କାହା ଘରକୁ ଯିବାର କାମ
							ఉదాహరణ : 
							ଲୋକଙ୍କ ଘରେ ବସିବାରେ ପୂରାଦିନ ବିତିଗଲା
							
ఇతర భాషల్లోకి అనువాదం :
The act of going to see some person or place or thing for a short time.
He dropped by for a visit.అర్థం : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
							ఉదాహరణ : 
							ରଜତ ବସ୍ରେ ଚଢ଼ିଲା
							
పర్యాయపదాలు : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ଚଢ଼ିବା
ఇతర భాషల్లోకి అనువాదం :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।అర్థం : ଏଭଳି ସ୍ଥିତି ଯେତେବେଳେ ନିତମ୍ବ ଗୋଡ଼ର ଆଶ୍ରୟ ଛାଡ଼ି ଅନ୍ୟ କୌଣସି ଆଧାର ଉପରେ ଥାଏ
							ఉదాహరణ : 
							ଅତିଥି ବୈଠକଖାନାରେ ବସିଛନ୍ତି
							
పర్యాయపదాలు : ଆସନ ଗ୍ରହଣ କରିବା, ଆସୀନ ହେବା, ବିରାଜ କରିବା
ఇతర భాషల్లోకి అనువాదం :
शरीर का नीचेवाला आधा भाग किसी आधार पर टिकाकर या रखकर पट्ठों के बल स्थित होना।
मेहमान बैठकखाने में बैठे हैं।అర్థం : ମନ ଆଦି ଭଲ ଭାବରେ ସ୍ଥିର ହେବା ଫଳରେ ତାହା ସହଜ ଭାବରେ ବାହାରି ପାରିବ ନାହିଁ
							ఉదాహరణ : 
							ଆପଣଙ୍କ କଥା ତାଙ୍କ ମସ୍ତିଷ୍କରେ ଜମି ଯାଇଛିସମ୍ରାଟଙ୍କର ଏଭଳି ପ୍ରତାପ ରହିଛି ଯେ କିଛି ରାଜା ବିନା ଯୁଦ୍ଧରେ ତାଙ୍କ ଅଧୀନତା ସ୍ୱୀକାର କରିନେଲେ
							
ఇతర భాషల్లోకి అనువాదం :
అర్థం : (ଭଲ ଭାବରେ) ସ୍ଥିର ହେବା ବା ଏକ ସ୍ଥିତିରେ ହେବା
							ఉదాహరణ : 
							ଟାଇଲ ଏବେ ଚଟାଣ ଉପରେ ବସିଗଲା
							
పర్యాయపదాలు : ଜମିବା
ఇతర భాషల్లోకి అనువాదం :
Settle into a position, usually on a surface or ground.
Dust settled on the roofs.అర్థం : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
							ఉదాహరణ : 
							ଛାତ ସିଢ଼ିରେ ଶିଉଳି ଜମିଛି
							
పర్యాయపదాలు : ଜମିବା
ఇతర భాషల్లోకి అనువాదం :
Settle into a position, usually on a surface or ground.
Dust settled on the roofs.