అర్థం : ରୋକିବାର ପ୍ରକ୍ରିୟା
							ఉదాహరణ : 
							ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
							
పర్యాయపదాలు : ଅଟକାଇବା, ଗତିରୋଧ କରିବା, ରୋକିବା
ఇతర భాషల్లోకి అనువాదం :
అర్థం : ପ୍ରଥା ଆଦିର ଅନ୍ତ କରିବା
							ఉదాహరణ : 
							ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
							
పర్యాయపదాలు : ଉଚ୍ଛେଦକରିବା, ଉଠେଇବା, ସମାପ୍ତକରିବା, ହଟେଇବା
ఇతర భాషల్లోకి అనువాదం :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।అర్థం : ରୋକିବା ବା ବାଧାଦେବା
							ఉదాహరణ : 
							ଡକାୟତମାନେ ମାର୍ଗ ଅବରୋଧ କଲେ
							
పర్యాయపదాలు : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ରୋକିବା, ରୋଧକରିବା
ఇతర భాషల్లోకి అనువాదం :
అర్థం : ବିଣ୍ଡା ଲଗାଇବା
							ఉదాహరణ : 
							ବୋତଲର ମୁଁହ ବନ୍ଦ କରିବାପାଇଁ କାଗଜ ଚୁଣ୍ଟା ଲଗାଅ
							
పర్యాయపదాలు : ଚୁଣ୍ଟା ଲଗାଇବା, ବିଣ୍ଡା ଲଗାଇବା
ఇతర భాషల్లోకి అనువాదం :