అర్థం : ସମ୍ପୂର୍ଣ୍ଣ ରୂପେ ରହିବା ବା ବନ୍ଦ ହେବାର କାମ
							ఉదాహరణ : 
							ବର୍ତ୍ତମାନ ଏହି ପରିଯୋଜନାକୁ ବନ୍ଦ କରିଦିଆଗଲା
							
పర్యాయపదాలు : ପୂର୍ଣ୍ଣବିରାମ
ఇతర భాషల్లోకి అనువాదం :
पूरी तरह से ठहरने या रुकने की क्रिया।
अब इस परियोजना को पूर्णविराम दे दिया गया है।అర్థం : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
							ఉదాహరణ : 
							ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
							
పర్యాయపదాలు : ଅବରୋଧ, ନିରୋଧ, ବାଧା, ବିରୋଧ
ఇతర భాషల్లోకి అనువాదం :
Any structure that makes progress difficult.
impediment, impedimenta, obstructer, obstruction, obstructorఅర్థం : (କବାଟ, ଢାଙ୍କୁଣୀ ଆଦି) ଯାହା ଏଭଳି ସ୍ଥିତିରେ ଥାଏ ଯାହାଫଳରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରିବନାହିଁ
							ఉదాహరణ : 
							ଛାତ୍ରବାସର ମୁଖ୍ୟ ଦ୍ୱାର ଆଠଟାରେ ବନ୍ଦ ହୋଇଯାଏ
							
ఇతర భాషల్లోకి అనువాదం :