అర్థం : କଠିନତା ବା ବିଘ୍ନରେ ପଡ଼ିବା
							ఉదాహరణ : 
							ସ୍ମିତାଙ୍କ ଘରକୁ ଯାଇ ମୁଁ ବି ତାଙ୍କ ଘରୋଇ ମାମଲାରେ ଫସି ଗଲି
							
పర్యాయపదాలు : ଅଡ଼ୁଆ ମାମଲରେ ପଡ଼ିଯିବା
ఇతర భాషల్లోకి అనువాదం :
అర్థం : କାମରେ ଲିପ୍ତ ରହିବା
							ఉదాహరణ : 
							ମୁଁ ଦିନ ତମାମ ଏହି ପ୍ରଶ୍ନକୁ ନେଇ ଧନ୍ଦି ହେଉଛି
							
పర్యాయపదాలు : ଅସୁବିଧାରେ ପଡ଼ିବା, ଗୁଡ଼େଇତୁଡ଼େଇ ଦେବା, ଧନ୍ଦି ହେବା
ఇతర భాషల్లోకి అనువాదం :