అర్థం : କୌଣସି ନଗର କିମ୍ବା ଦେଶଆଦିରେ ବାସକରୁଥିବା ମନୁଷ୍ୟମାନଙ୍କର ମୋଟ ସଂଖ୍ୟା
							ఉదాహరణ : 
							ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି
							
పర్యాయపదాలు : ଆବାଦି, ଜନସଂଖ୍ୟା, ବସ୍ତି
ఇతర భాషల్లోకి అనువాదం :
किसी नगर या देश आदि में बसनेवाले मनुष्यों की कुल संख्या।
भारत की जनसंख्या तेज़ी से बढ़ रही है।The people who inhabit a territory or state.
The population seemed to be well fed and clothed.అర్థం : ସହରର ସେହି ଅଞ୍ଚଳ ଯେଉଁଥିରେ ବହୁତ କୋଠା ରହିଛି
							ఉదాహరణ : 
							ତାର ଘର ଏହି ମହଲାରେ ଅଛି
							
ఇతర భాషల్లోకి అనువాదం :
A district into which a city or town is divided for the purpose of administration and elections.
ward