అర్థం : ବାଣ୍ଟିବା ପ୍ରକ୍ରିୟା ବା ଭାବ
							ఉదాహరణ : 
							ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
							
ఇతర భాషల్లోకి అనువాదం :
The act of distributing or spreading or apportioning.
distributionఅర్థం : ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା
							ఉదాహరణ : 
							ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
							
ఇతర భాషల్లోకి అనువాదం :
* भुगतान करने या देने का प्रस्ताव रखना या काम के बदले धन प्रस्तुत करना।
वह इस काम के लिए मुझे तीस हजार दे रहा है।అర్థం : ଉପଲବ୍ଧ ବା ସୁଲଭ କରିବା
							ఉదాహరణ : 
							କୁଆଡ଼େ ଯାତାୟାତ କରିବାପାଇଁ ଆମେ ବାହନ ମଧ୍ୟ ଯୋଗାଇଦେଉ  ଏହି ହୋଟେଲ ବାତାନୁକୂଳିତ କକ୍ଷ ବି ଯୋଗାଇଦିଏ
							
పర్యాయపదాలు : ଉପଲବ୍ଧ କରିବା, ଯୋଗାଇଦେବା
ఇతర భాషల్లోకి అనువాదం :
उपलब्ध या सुलभ कराना।
हमलोग कहीं आने-जाने के लिए वाहन भी देते हैं।అర్థం : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
							ఉదాహరణ : 
							ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
							
పర్యాయపదాలు : ଗାଳି ପକାଇବା, ଦାଖଲ କରିବା, ଦେଇଦେବା, ପଇଠ କରିବା, ସମର୍ପଣ କରିବା
ఇతర భాషల్లోకి అనువాదం :
అర్థం : କାହାକୁ କିଛି ହସ୍ତଗତ କରାଇବା
							ఉదాహరణ : 
							ଅଧ୍ୟାପକ ତାକୁ ପୁରସ୍କାର ଦେଲେ
							
ఇతర భాషల్లోకి అనువాదం :
Transfer possession of something concrete or abstract to somebody.
I gave her my money.