అర్థం : କାର୍ଯ୍ୟଗୁଡ଼ିକର ଶୃଙ୍ଖଳାମଧ୍ୟରୁ ପ୍ରଥମଟି
							ఉదాహరణ : 
							ସାତ ମ୍ୟାଚବିଶିଷ୍ଟ ଏହି ଶୃଙ୍ଖଳାମଧ୍ୟରୁ ଆମେ ପ୍ରଥମରେ ହିଁ ହାରିଗଲୁ
							
ఇతర భాషల్లోకి అనువాదం :
అర్థం : କୌଣସି ସ୍ତ୍ରୀର ଗର୍ଭରୁ ପ୍ରଥମରେ ଜନ୍ମିଥିବା
							ఉదాహరణ : 
							ତାହାର ପୋରୁହାଁ ପୁଅ ବଡ଼ ଭାଗ୍ୟବାନ
							
ఇతర భాషల్లోకి అనువాదం :
అర్థం : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର
							ఉదాహరణ : 
							ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା
							
ఇతర భాషల్లోకి అనువాదం :
అర్థం : ଗଣତିରେ ସବୁଠାରୁ ପ୍ରଥମେ ଆସୁଥିବା
							ఉదాహరణ : 
							ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ
							
పర్యాయపదాలు : ୧ନଂ
ఇతర భాషల్లోకి అనువాదం :
అర్థం : ପ୍ରଥମ ଥର
							ఉదాహరణ : 
							ମେଳାରେ ରାମ ସହିତ ମୋର ପ୍ରଥମଥରପାଇଁ ଦେଖାହେଲା
							
పర్యాయపదాలు : ପହିଲିଥର, ପହିଲେ, ପ୍ରଥମଥର, ପ୍ରଥମେ, ସର୍ବପ୍ରଥମ
ఇతర భాషల్లోకి అనువాదం :
पहली बार।
मैं राम से पहले पहल मेले में मिला।