అర్థం : ନିଆଁ ସମ୍ପର୍କରୁ ଜଳୁଥିବା କିମ୍ବା ଗରମପବନ ହେଉଥିବାର ରୂପ
							ఉదాహరణ : 
							ଚୁଲିରେ ନିଆଁ ଜଳୁଛି
							
ఇతర భాషల్లోకి అనువాదం :
Start to burn or burst into flames.
Marsh gases ignited suddenly.అర్థం : ଲଙ୍କାଆଦି ବସ୍ତୁର ଜିଭ ବା ଶରୀର ଉପରେ ହେଉଥିବା ତୀବ୍ର ଅନୁଭବ
							ఉదాహరణ : 
							ରାଗ ଖାଇବାରୁ ମୋ ଜିଭ ପୋଡ଼ୁଛି
							
పర్యాయపదాలు : ଜଳିବା
ఇతర భాషల్లోకి అనువాదం :
అర్థం : ସିଝିବାର କାମ କରିବା
							ఉదాహరణ : 
							ଟାଣଖରା ଆମକୁ ସିଝାଇଦେଲା  ନିଆଁ ପାଖରେ ଠିଆହୋଇ ଆପଣ ଆପଣଙ୍କ କପଡ଼ା ପୋଡ଼ିଦେଲେ
							
పర్యాయపదాలు : ସିଝିବା
ఇతర భాషల్లోకి అనువాదం :