అర్థం : ଗଳାରେ କଫ ଅଟକିବା କାରଣରୁ ଶ୍ବାସ କ୍ରିୟା ସମୟରେ ହେଉଥିବା ସଁସଁ ଶବ୍ଦ
							ఉదాహరణ : 
							ପେଲି_ହେବା କାରଣରୁ ମୁଁ ରାତି ଭରି ଶୋଇ ପାରିନାହିଁ
							
పర్యాయపదాలు : ହିକ୍କା ଉଠିବା
ఇతర భాషల్లోకి అనువాదం :
गले में कफ रुकने के कारण साँस लेते समय होने वाली घरघराहट।
घर्रे के कारण मैं रात भर सो नहीं सकी।