అర్థం : ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
							ఉదాహరణ : 
							ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
							
పర్యాయపదాలు : ପୂର୍ଣ୍ଣ, ପୂର୍ଣ୍ଣତା, ପୂର୍ତ୍ତି
ఇతర భాషల్లోకి అనువాదం :
The act of making something perfect.
perfectionఅర్థం : ସମ୍ପୂର୍ଣ୍ଣ ଭାବରେ
							ఉదాహరణ : 
							ବାଇଗଣ ଭରତା ତିଆରି କରିବାପାଇଁ ବାଇଗଣକୁ ଗୋଟା ରନ୍ଧାଯାଏ
							
పర్యాయపదాలు : ଗୋଟା, ସମ୍ପୂର୍ଣ୍ଣ
ఇతర భాషల్లోకి అనువాదం :
అర్థం : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
							ఉదాహరణ : 
							ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
							
పర్యాయపదాలు : ପୂର୍ଣ୍ଣ, ସମ୍ପୂର୍ଣ୍ଣ
ఇతర భాషల్లోకి అనువాదం :
Being complete of its kind and without defect or blemish.
A perfect circle.అర్థం : ପୂରା ଭାବରେ
							ఉదాహరణ : 
							ଏହି କଥା ସମ୍ପୂର୍ଣ୍ଣ ମିଛ  ସେ ସଡ଼କର ସମ୍ପୂର୍ଣ୍ଣ ମଝିରେ ଠିଆ ହୋଇଥିଲା  ସେ ସମ୍ପୂର୍ଣ୍ଣ ମୂର୍ଖ
							
పర్యాయపదాలు : ଆମୂଳଚୂଳ, ଏକଦମ୍, ନିତାନ୍ତ, ପୂର୍ଣ୍ଣରୂପରେ, ଶତପ୍ରତିଶତ, ସମ୍ପୂର୍ଣ୍ଣ
ఇతర భాషల్లోకి అనువాదం :
पूरी तरह से या थोड़ी मात्रा में भी।
यह बात बिल्कुल झूठ है।