అర్థం : ଭଗବାନ ଶଙ୍କରଙ୍କର ଗୋଟିଏ ଅସ୍ତ୍ର ଯାହା ବହୁତ ଶକ୍ତିଶାଳୀ ଥିଲା
							ఉదాహరణ : 
							ଭଗବାନ ଶିବଙ୍କୁ କଠୋର ତପସ୍ୟା କରି ଅର୍ଜୁନ ପାଶୁପତ ଅସ୍ତ୍ର ଲାଭ କରିଥିଲେ
							
పర్యాయపదాలు : ପାଶୁପତ ଅସ୍ତ୍ର, ପାଶୁପତାସ୍ତ୍ର
ఇతర భాషల్లోకి అనువాదం :
भगवान शंकर का एक अस्त्र जो बहुत प्रचंड था।
अर्जुन ने भगवान शिव की कठोर तपस्या करके पाशुपतास्त्र अर्जित किया था।అర్థం : ଗୋଟିଏ ଗଛରୁ ମିଳୁଥିବା ସୁନ୍ଦର ଫୁଲ
							ఉదాహరణ : 
							ମାଳୀ ଅଗସ୍ତି ଫୁଲର ମାଳା ତିଆରି କରୁଛି
							
పర్యాయపదాలు : ଅଗସ୍ତି ଫୁଲ
ఇతర భాషల్లోకి అనువాదం :
అర్థం : ଶିବୋକ୍ତ ତନ୍ତ୍ର ଶାସ୍ତ୍ର
							ఉదాహరణ : 
							ତାନ୍ତ୍ରିକ ଜଣକ ପାଶୁପତ ଜ୍ଞାତା
							
ఇతర భాషల్లోకి అనువాదం :
అర్థం : ଯେ ପଶୁପତିଙ୍କ ସିଦ୍ଧାନ୍ତକୁ ମାନେ
							ఉదాహరణ : 
							ପାଶୁପତ ଶ୍ମଶାନରେ ସାଧନା କରୁଛନ୍ତି
							
ఇతర భాషల్లోకి అనువాదం :