అర్థం : ପବନର ଚାପ ସୃଷ୍ଟିପାଇଁ ନୌକାର ମାସ୍ତୁଲରେ ବନ୍ଧା ଯାଉଥିବା ଏକ ଲମ୍ବା ଚୌଡ଼ା କନା
							ఉదాహరణ : 
							ହଠାତ୍ ତୋଫାନ ଆସିବାରୁ ନୌକାର କମଜୋର ପାଲ ଫାଟିଗଲା
							
ఇతర భాషల్లోకి అనువాదం :
అర్థం : ଯେଉଁ ଲୁଗାରେ ଗାଡ଼ି ବା ପାଲଙ୍କି ଢଙ୍କା ଯାଏ
							ఉదాహరణ : 
							ପାଲଙ୍କି ଭିତରେ ବସି କନ୍ୟା ପାଲ ଟେକି ବାହାରକୁ ଉଙ୍କିମାରୁଥିଲା
							
ఇతర భాషల్లోకి అనువాదం :
అర్థం : ଏକ ପ୍ରକାର ଚିକ୍କଣିଆ ମୋଟା କପଡ଼ା ଯାହା ଖରା ଓ ବର୍ଷା ଦାଉରୁ ଜିନିଷପତ୍ରକୁ ରକ୍ଷାକରିବାପାଇଁ ତା ଉପରେ ପକାଯାଏ ବା ଟଣାଯାଏ
							ఉదాహరణ : 
							ଖଳାରେ ଶସ୍ୟଉପରେ ପାଲ ଢାଙ୍କିକି ରଖ
							
ఇతర భాషల్లోకి అనువాదం :
रोगन किया हुआ एक प्रकार का टाट जो धूप और वर्षा से रक्षा के लिए चीज़ों के ऊपर डाला या ताना जाता है।
खलिहान के अनाज को तिरपाल से ढाँककर रखो।