అర్థం : ଆଢ଼ୁଆଳ କରିବା ନିମନ୍ତେ ଟଙ୍ଗା ହୋଇଥିବା କପଡ଼ାଆଦି
							ఉదాహరణ : 
							ତାଙ୍କ ଦରଜାରେ ଗୋଟିଏ ଜୀର୍ଣ୍ଣ ପର୍ଦା ଝୁଲୁଥିଲା
							
ఇతర భాషల్లోకి అనువాదం :
आड़ करने के लिए लटकाया हुआ कपड़ा आदि।
उसके दरवाजे पर एक जीर्ण पर्दा लटक रहा था।అర్థం : (ବିଶେଷ କରି କୌଣସି ଯନ୍ତ୍ରର ଭାଗ) ଯେଉଁ ସ୍ତରଉପରେ କୌଣସି ଯାନ୍ତ୍ରିକ ପ୍ରକ୍ରିୟାର ଫଳସ୍ୱରୂପ ଚିତ୍ରଆଦି ପ୍ରକଟ ହୋଇଥାଏ
							ఉదాహరణ : 
							ଏହି ସିନେମାହଲର ପର୍ଦ୍ଦା ବହୁତ ଛୋଟ
							
పర్యాయపదాలు : ପର୍ଦ୍ଦା
ఇతర భాషల్లోకి అనువాదం :
A white or silvered surface where pictures can be projected for viewing.
projection screen, screen, silver screenఅర్థం : ସ୍ତ୍ରୀମାନେ ପଦାରେ ଲୋକଙ୍କ ସାମ୍ନାକୁ ନ ଆସିବା ପ୍ରଥା
							ఉదాహరణ : 
							ଆଜି  ମଧ୍ୟ ଆମର ଏଠି ପର୍ଦ୍ଦା ପ୍ରଥା ପ୍ରଚଳିତ
							
పర్యాయపదాలు : ପରଦା ପ୍ରଥା, ପର୍ଦ୍ଦା ପ୍ରଥ
ఇతర భాషల్లోకి అనువాదం :
स्त्रियों का बाहर निकलकर लोगों के सामने न होने की प्रथा।
आज भी हमारे यहाँ परदा का चलन है।