ସ୍ଥିତି (ବିଶେଷ୍ୟ)
କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
କନକ (ବିଶେଷ୍ୟ)
ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
ପାବକ (ବିଶେଷ୍ୟ)
ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
ଅଯୋଗ୍ୟ (ବିଶେଷ୍ୟ)
ଯେ କୌଣସି କାମର ଯୋଗ୍ୟ ନୁହେଁ
ଯୋଗ୍ୟ (ବିଶେଷଣ)
ସବୁ କାମ ଉତ୍ତମ ରୂପେ ଅମଳ କରୁଥିବା ବା ନିଜ କର୍ତ୍ତବ୍ୟର ଉଚିତ୍ ପାଳନ କରୁଥିବା ବ୍ୟକ୍ତି
ନିଆଁ (ବିଶେଷ୍ୟ)
ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
ବିବସ୍ତ୍ର (ବିଶେଷଣ)
ଯେ ଲୁଗା ପିନ୍ଧିନାହିଁ ବା ଖୋଲା ରହିବା ବାଲା
ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ଗଣତନ୍ତ୍ର ଦିବସ (ବିଶେଷ୍ୟ)
ଛବିଶି ଜାନୁଆରୀ, ଯେଉଁଦିନ ଭାରତ ଏକ ଗଣରାଜ୍ୟ ରୂପରେ ପ୍ରତିଷ୍ଠିତ ହୋଇଥିଲା
ସନ୍ଧିବିଚ୍ଛେଦ (ବିଶେଷ୍ୟ)
ବ୍ୟାକରଣରେ ସନ୍ଧି ବିଚ୍ଛେଦ