అర్థం : ଯେଉଁ ମାନବକୃତ ଦୃଶ୍ୟର କିଛି ସଙ୍କେତ ଥାଏ
							ఉదాహరణ : 
							ଗଣତନ୍ତ୍ର ଦିବସ ସମାରୋହରେ ପ୍ରତ୍ୟେକ ରାଜ୍ୟର ପଟୁଆର ବାହାରେ
							
ఇతర భాషల్లోకి అనువాదం :
An elaborate display mounted on a platform carried by a truck (or pulled by a truck) in a procession or parade.
floatఅర్థం : ପ୍ରଦର୍ଶନ ନିମନ୍ତେ ବହୁତ ଲୋକଙ୍କର କୌଣସି ଯାନସହିତ ବାହାରିବାର ପ୍ରକ୍ରିୟା
							ఉదాహరణ : 
							ରଥଯାତ୍ରା ଦିନ ପୁରୀରେ ଭଗବାନଙ୍କ ପଟୁଆର ବାହାରେ
							
పర్యాయపదాలు : ଶୋଭା ଯାତ୍ରା
ఇతర భాషల్లోకి అనువాదం :
The group action of a collection of people or animals or vehicles moving ahead in more or less regular formation.
Processions were forbidden.