అర్థం : ଯେଉଁଥିରେ ତେଲ, ଘିଅ ଆଦି ଚିକଣିଆ ପଦାର୍ଥ ମିଶିନାହିଁ ବା ପଡ଼ିନାହିଁ
							ఉదాహరణ : 
							କୃଷକଟି ଖୁସିରେ ନୁଖୁରା ରୁଟି ଓ ଚଟଣି ଖାଉଛି
							
పర్యాయపదాలు : ରୁଖା
ఇతర భాషల్లోకి అనువాదం :
అర్థం : ଯେଉଁଥିରେ ସ୍ନେହ ବା ପ୍ରେମ ନାହିଁ
							ఉదాహరణ : 
							ତାର ଶୁଖିଲା ନିମନ୍ତ୍ରଣକୁ ମୁଁ ଅସ୍ୱୀକାର କଲି
							
పర్యాయపదాలు : ଆଦରବିହୀନ, ପ୍ରେମଶୂନ୍ୟ, ଶୁଖିଲା, ସ୍ନେହ ରହିତ
ఇతర భాషల్లోకి అనువాదం :