అర్థం : ପବନରେ ମିଶିଥିବା ବାଷ୍ପ ଯାହା ରାତିର ଥଣ୍ଡାରେ ଜମାହୋଇ କ୍ଷୁଦ୍ରକଣା ରୂପରେ ପଡ଼େ
							ఉదాహరణ : 
							ଗତ ରାତିରେ ଅତ୍ୟଧିକ କାକର ପଡିଛି
							
పర్యాయపదాలు : କାକର, କୁହୁଡି, ମିହିକା, ଶୀକର, ହୈମ
ఇతర భాషల్లోకి అనువాదం :
Water that has condensed on a cool surface overnight from water vapor in the air.
In the morning the grass was wet with dew.అర్థం : ବାୟୁରେ ଥିବା ଜଳର ଅତ୍ୟନ୍ତ ସୂକ୍ଷ୍ମ କଣିକା ସମୂହ ଯାହା ଥଣ୍ଡା ହୋଇ ଜମିଯାଏ ଏବଂ ଧୀରେ ଧୀରେ ଭୂମି ଉପରେ ଖସିପଡ଼େ
							ఉదాహరణ : 
							ଶୀତଦିନେ ଚାରିଆଡ଼େ କୁହୁଡ଼ି ଛାଇ ହେଇଯିବାରୁ ଯିବାଆସିବା କଷ୍ଟକର ହୁଏ
							
పర్యాయపదాలు : କୁଜ୍ଝଟିକା, କୁହୁଡ଼ି, କୁହେଳି
ఇతర భాషల్లోకి అనువాదం :
Droplets of water vapor suspended in the air near the ground.
fog