అర్థం : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
							ఉదాహరణ : 
							ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
							
పర్యాయపదాలు : ଅନାବିଳ, ଅମ୍ଳାନ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫା, ସଫାସୁତରା, ସୁତରା, ସ୍ୱଚ୍ଛ
ఇతర భాషల్లోకి అనువాదం :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।అర్థం : ମେଘ ନଥିବା
							ఉదాహరణ : 
							ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ
							
ఇతర భాషల్లోకి అనువాదం :