అర్థం : କୌଣସି ବିଶେଷ ଢଙ୍ଗରେ ବା ବିଶେଷ ପ୍ରଭାବ ବା ପରିଣାମଦ୍ୱାରା କାମ କରିବା ବା ପ୍ରଭାବ ପକାଇବା
							ఉదాహరణ : 
							ମୁଁ ତୁମ ନିଲମ୍ବନପାଇଁ କିଛି ଭୂମିକା ଗ୍ରହଣ କରିନାହିଁ
							
పర్యాయపదాలు : ଭୂମିକା ଗ୍ରହଣ କରିବା, ସଂପାଦନ କରିବା
ఇతర భాషల్లోకి అనువాదం :
Act or have an effect in a specified way or with a specific effect or outcome.
This factor played only a minor part in his decision.అర్థం : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
							ఉదాహరణ : 
							କୋଠରୀକୁ ସଫା ରଖ  ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
							
పర్యాయపదాలు : ଚଳାଇବା, ଧାରଣ କରିବା, ରଖିବା, ସ୍ଥାପନ କରିବା
ఇతర భాషల్లోకి అనువాదం :
किसी निश्चित या विशेष स्थिति आदि में रखना।
कमरे को साफ रखो।అర్థం : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
							ఉదాహరణ : 
							ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
							
పర్యాయపదాలు : ଚଳାଇ ରଖିବା, ଚଳାଇବା, ଚଳେଇନେବା, ବଜାୟ ରଖିବା
ఇతర భాషల్లోకి అనువాదం :
संबंध, व्यवहार आदि ठीक तरह से चलाए चलना।
माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।అర్థం : ନିର୍ବାହ କରିବା ବା ବିତାଇଥିବା
							ఉదాహరణ : 
							ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
							
ఇతర భాషల్లోకి అనువాదం :
निर्वाह करना या व्यतीत करना।
उसने अपना बचपन बहुत गरीबी में बिताया।