అర్థం : କୌଣସି ସଂସ୍ଥା ଆଦିର ପ୍ରଧାନ ଅଧିକାରୀ
							ఉదాహరణ : 
							ଏହି ସଂସ୍ଥାର ନିର୍ଦ୍ଦେଶକ ଜଣେ ବିଦ୍ୱାନ ବ୍ୟକ୍ତି
							
ఇతర భాషల్లోకి అనువాదం :
అర్థం : ଚଳଚିତ୍ର, ନାଟକଆଦିରେ ଚରିତ୍ରମାନଙ୍କ ବେଶଭୂଷା, ଭୂମିକା, ଆଚରଣ ବା ଦୃଶ୍ୟଆଦିର ନିଷ୍ପତ୍ତି ନେଉଥିବା ଅଧିକାରୀ
							ఉదాహరణ : 
							ଏହି ଚଳଚିତ୍ରର ନିର୍ଦେଶକ ସୁଭାଷ ଘାଇ
							
పర్యాయపదాలు : ଡାଇରେକ୍ଟର୍
ఇతర భాషల్లోకి అనువాదం :
అర్థం : ଯେ କୌଣସି ପ୍ରକାରର ନିର୍ଦ୍ଦେଶ କରନ୍ତି ବା ବତାନ୍ତି
							ఉదాహరణ : 
							ଆମେ ଏହି କାମ ଜଣେ କୁଶଳୀ ନିର୍ଦ୍ଦେଶକଙ୍କ ମାର୍ଗଦର୍ଶନରେ କରୁଛୁ
							
పర్యాయపదాలు : ମାର୍ଗଦଶକ
ఇతర భాషల్లోకి అనువాదం :
वह जो किसी प्रकार का निर्देश करता या कुछ बतलाता हो।
हम यह काम एक कुशल निर्देशक के मार्गदर्शन में ही कर रहे हैं।