అర్థం : ଯେକୌଣସି ବସ୍ତୁ ବାହାରକୁ ବାହାରୁଥିବାର ମାର୍ଗ
							ఉదాహరణ : 
							ନିର୍ଗମନ ନଳା ସଫା କରିବା ଉଚିତ
							
పర్యాయపదాలు : ନିର୍ଗମ
ఇతర భాషల్లోకి అనువాదం :
అర్థం : ଆଜ୍ଞା ଆଦି ବାହାରିବା ବା ପ୍ରକାଶିତ ହେବାର କାମ
							ఉదాహరణ : 
							ନିର୍ଗମର ଅନୁସାରେ ସବୁକାମ ଆରମ୍ଭ ହେଲାଣି
							
పర్యాయపదాలు : ନିର୍ଗମ
ఇతర భాషల్లోకి అనువాదం :
అర్థం : କୌଣସି ସ୍ଥାନରୁ ବା ଦେଶରୁ ବହୁତ ଅଧିକ ପରିମାଣରେ ବିଶେଷକରି ଧନ ଆଦି ବାହାରକୁ ଯାଉଥିବାର କାମ
							ఉదాహరణ : 
							ମୁଦ୍ରାର ନିର୍ଗମନ ଉପରେ ପ୍ରତିବନ୍ଧ କିପରି ଲଗାଯାଇପାରିବ
							
పర్యాయపదాలు : ନିର୍ଗମ
ఇతర భాషల్లోకి అనువాదం :