అర్థం : ଯାହାଙ୍କର କୌଣସି କାର୍ଯ୍ୟ, ସ୍ଥାନ ବା ପଦରେ ନିଯୁକ୍ତି ହୋଇଛି ବା ଯାହାଙ୍କୁ କୌଣସି କାମରେ ଲଗାଯାଇଛି
							ఉదాహరణ : 
							ପିଲାମାନଙ୍କ ଦେଖାଶୁଣା କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି ଛୁଟିରେ ଅଛି
							
ఇతర భాషల్లోకి అనువాదం :
అర్థం : ବେତନ ବା ମଜୁରିରେ କୌଣସି କାମରେ ଲାଗିଥିବା
							ఉదాహరణ : 
							ନିଯୁକ୍ତ କର୍ମଚାରୀମାନଙ୍କୁ କେତେ ମାସ ହେଲା ବେତନ ମିଳୁନାହିଁ
							
పర్యాయపదాలు : ଅଧିନିଯୁକ୍ତ, ନିୟୋଜିତ
ఇతర భాషల్లోకి అనువాదం :
वेतन या मज़दूरी पर किसी काम में लगा हुआ।
अधियुक्त कर्मचारियों को कई महीने से वेतन नहीं मिला है।