అర్థం : ସ୍ରାବ ନିମନ୍ତେ ନଳି ଆକାରର ସଂରଚନା ଯେଉଁଥିରେ କିଛି ତରଳ ପଦାର୍ଥ ରହିଥାଏ
							ఉదాహరణ : 
							ଆମ ଶରୀରରେ କେତେ ପ୍ରକାରର ନାଡ଼ି ଥାଏ
							
పర్యాయపదాలు : ନଳିକା, ବାହିନୀ ନଳିକା
ఇతర భాషల్లోకి అనువాదం :
A bodily passage or tube lined with epithelial cells and conveying a secretion or other substance.
The tear duct was obstructed.అర్థం : ଶରୀରରୁ ହୃଦୟକୁ ରକ୍ତ ନେଉଥିବା ନାଡ଼ି
							ఉదాహరణ : 
							ଡାକ୍ତର ନାଡ଼ି ପରୀକ୍ଷା କରୁଛନ୍ତି
							
పర్యాయపదాలు : ରକ୍ତ ବାହିକା
ఇతర భాషల్లోకి అనువాదం :
शरीर से रक्त को हृदय तक लाने या ले जाने वाली नली।
वैद्यजी नस का परीक्षण कर रहे हैं।