అర్థం : ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା
							ఉదాహరణ : 
							ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା
							
పర్యాయపదాలు : ଅବନମିତ ହେବା, ଝୁଙ୍କିବା
ఇతర భాషల్లోకి అనువాదం :
అర్థం : କୌଣସି ପଦାର୍ଥର ଗୋଟିଏ ବା ଦିଓଟି ଧାର ଅନ୍ୟ ଆଡ଼କୁ ପ୍ରବୃତ୍ତ ହେବା
							ఉదాహరణ : 
							ବୟସ ହେଲେ ଅଣ୍ଟା ନଇଁଯାଏ
							
పర్యాయపదాలు : ଝୁଙ୍କିବା, ବଙ୍କା ହେବା
ఇతర భాషల్లోకి అనువాదం :
అర్థం : ହାର ମାନିନେବା
							ఉదాహరణ : 
							ପାକିସ୍ତାନୀ ସେନାଗଣ ଭାରତୀୟ ସେନା ଆଗରେ ହାର ମାନିଲେ
							
పర్యాయపదాలు : ଅସ୍ତ୍ରସମର୍ପଣ କରିବା, ହାର ମାନିବା
ఇతర భాషల్లోకి అనువాదం :
हार मान लेना।
पाकिस्तानी सेना ने भारतीय सेना के आगे घुटने टेक दिए।