అర్థం : କୌଣସି ବସ୍ତୁର ଏହି ରୂପ ଯାହା ଖୁବ ଯୋରରେ ଦଳିବା ବା ଛେଚିବା ପରେ ପ୍ରାପ୍ତ ହୁଏ
							ఉదాహరణ : 
							ପିଲାମାନେ ଶୁଖିଲା ମାଟିକୁ କୁଟି ଚୂନା କରିଦେଲେ
							
ఇతర భాషల్లోకి అనువాదం :
అర్థం : ମାଟି, ବାଲିଆଦିର ବହୁତ ସୂକ୍ଷ୍ମ ଚୂର୍ଣ୍ଣ ଯାହା ପ୍ରାୟତଃ ପୃଥିବୀର ଉପରି ଭାଗରେ ମିଳେ
							ఉదాహరణ : 
							ଛୁଆମାନେ ଜଣେ ଅନ୍ୟର ଉପରକୁ ଧୂଳି ପକାଉଛନ୍ତି
							
ఇతర భాషల్లోకి అనువాదం :
Fine powdery material such as dry earth or pollen that can be blown about in the air.
The furniture was covered with dust.అర్థం : ପତଳା ଚୂର୍ଣ୍ଣ
							ఉదాహరణ : 
							ପିଲାମାନେ ଧୂଳି ଖେଳୁଛନ୍ତି
							
పర్యాయపదాలు : ବାଲି
ఇతర భాషల్లోకి అనువాదం :
A solid substance in the form of tiny loose particles. A solid that has been pulverized.
powder, pulverisation, pulverization