అర్థం : ଧୋକା ଦେବା ବ୍ୟକ୍ତି
							ఉదాహరణ : 
							ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି
							
పర్యాయపదాలు : କପଟୀ, ଚାଲବାଜ, ଧୋକାବାଜ, ପ୍ରତାରକ
ఇతర భాషల్లోకి అనువాదం :
धोखा देनेवाला व्यक्ति।
आधुनिक युग में धोखेबाजों की कमी नहीं है।అర్థం : ଠକୁଥିବା ବ୍ୟକ୍ତି
							ఉదాహరణ : 
							ପୋଲିସ ଦଗାବାଜଙ୍କ ଅନ୍ୱେଷଣରେ ଅଛି
							
ఇతర భాషల్లోకి అనువాదం :
అర్థం : ଦଗାବାଜୀ କରୁଥିବା ବ୍ୟକ୍ତି
							ఉదాహరణ : 
							ପୋଲିସ ଦଗାବାଜ ରମେଶକୁ ଧରି ନେଇଗଲା
							
ఇతర భాషల్లోకి అనువాదం :
అర్థం : ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା
							ఉదాహరణ : 
							ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍
							
పర్యాయపదాలు : କପଟିଆ, ଚାଲବାଜିଆ, ଦଗାବାଜ, ଧୋକାବାଜ, ଶଠ
ఇతర భాషల్లోకి అనువాదం :
धोखा देने के लिए किसी प्रकार की झूठी कार्रवाई करने वाला।
धोखेबाज व्यक्तियों से हमेशा सतर्क रहना चाहिए।Intended to deceive.
Deceitful advertising.