అర్థం : ଶିଳର ଯେଉଁ ଉପର ଭାଗରେ ବଟା ହୋଇଥିବା ବସ୍ତୁ ଆଦି ରଖାଯାଏ
							ఉదాహరణ : 
							ସେ ଶିଳରେ ହଳଦୀ ବାଟିବା ଶିଳପୁଆକୁ ଧୋଇ ଶିଳମୁଣ୍ଡି ଉପରେ ରଖିଦେଲା
							
ఇతర భాషల్లోకి అనువాదం :
అర్థం : କଳା କନାର ଝାଲର ଯାହା ଲୁଗାରେ ଲଗାଯାଇଥାଏ
							ఉదాహరణ : 
							ଓଢ଼ଣୀର ଧାର ବହୁତ ଭଲ ଲାଗୁଛି
							
ఇతర భాషల్లోకి అనువాదం :
అర్థం : ହତିଆରର ଧାରୁଆ ଧାର
							ఉదాహరణ : 
							ଛୁରୀର ଧାର ଖରାପ ହୋଇଯାଇଛି
							
ఇతర భాషల్లోకి అనువాదం :
అర్థం : ମଧ୍ୟ ପ୍ରଦେଶର ଏକ ଜିଲ୍ଲା
							ఉదాహరణ : 
							ଧାର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଧାରରେ ଅବସ୍ଥିତ
							
పర్యాయపదాలు : ଧାର ଜିଲ୍ଲା
ఇతర భాషల్లోకి అనువాదం :
A region marked off for administrative or other purposes.
district, dominion, territorial dominion, territoryఅర్థం : କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ
							ఉదాహరణ : 
							ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା
							
ఇతర భాషల్లోకి అనువాదం :
Money or goods or services owed by one person to another.
debtఅర్థం : ଲେଖିବାବେଳେ କାଗଜ ଆଦିର ଧାରରେ ଛଡ଼ା ଯାଉଥିବା ଖାଲି ଜାଗା
							ఉదాహరణ : 
							ସାଦା କାଗଜରେ ଲେଖିବା ସମୟରେ ମାର୍ଜିନ ନିଶ୍ଚୟ ଛାଡ଼ିବା ଉଚିତ୍
							
ఇతర భాషల్లోకి అనువాదం :
అర్థం : ପଗଡ଼ିର ଧାର ଯେଉଁଥିରେ କମକୁଟ କରାଯାଇଥାଏ
							ఉదాహరణ : 
							ନବଯୁବକମାନଙ୍କ ପଗଡ଼ିର ଧାର ବହୁତ ସୁନ୍ଦର ଦିଶୁଥିଲା
							
ఇతర భాషల్లోకి అనువాదం :
पगड़ी का छोर जिसमें कलाबत्तू का काम रहता है।
नौजवानों की पगड़ी का चिल्ला बहुत सुन्दर लग रहा है।అర్థం : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
							ఉదాహరణ : 
							କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
							
పర్యాయపదాలు : ଅବଧି, ଗଣ୍ଡି, ଚୌହଦି, ପରିସୀମା, ସୀମା
ఇతర భాషల్లోకి అనువాదం :
The point or degree to which something extends.
The extent of the damage.