అర్థం : ଧାରଣ କରିବା କ୍ରିୟା ବା ରଖିବା, ସଂଭାଳିବା, ଅକ୍ତିଆର କରିବା ବା ଗ୍ରହଣ କରିବା କ୍ରିୟା
							ఉదాహరణ : 
							
							
పర్యాయపదాలు : ଧରଣ
ఇతర భాషల్లోకి అనువాదం :
అర్థం : ଧରିବାର ପ୍ରକ୍ରିୟା
							ఉదాహరణ : 
							ମାଛ ଧରିବା ଲୋକଙ୍କଠାରୁ ଜରିମାନା ନିଆଯିବ
							
అర్థం : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
							ఉదాహరణ : 
							ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି  ଆମେ ସେଠାକୁ ଯିବାପାଇଁ  ଗୋଟିଏ ରିକ୍ସା ନେଲୁ
							
పర్యాయపదాలు : ନେବା
ఇతర భాషల్లోకి అనువాదం :
Travel or go by means of a certain kind of transportation, or a certain route.
He takes the bus to work.అర్థం : କୌଣସି ବସ୍ତୁ ଭିତରକୁ ଯାଇ ତାକୁ ଭରିବା
							ఉదాహరణ : 
							ଏହି ଡବାରେ ସାତ କିଲୋ ଅଟା ଧରେ
							
పర్యాయపదాలు : ଜାଗାହେବା
ఇతర భాషల్లోకి అనువాదం :
అర్థం : କୌଣସି କଥା ଆଦିକୁ ଜାଣିବା
							ఉదాహరణ : 
							ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
							
పర్యాయపదాలు : ବୁଝେଇବା
ఇతర భాషల్లోకి అనువాదం :
Get the meaning of something.
Do you comprehend the meaning of this letter?.అర్థం : କିଛି କଲାବେଳେ କୌଣସି ବିଶେଷ କଥା ଉପରେ ଅଟକିଯିବା
							ఉదాహరణ : 
							ନିରୀକ୍ଷକ କପି କରୁଥିବା ପରୀକ୍ଷାର୍ଥୀମାନଙ୍କୁ ଧରିଲେ  ସେ ମୋର ଚୋରୀ ଧରିଲେ
							
ఇతర భాషల్లోకి అనువాదం :
कुछ करते हुए को कोई विशेष बात आने पर रोकना।
निरीक्षक ने नक़ल करते हुए परीक्षार्थी को पकड़ा।అర్థం : ଗୋଟିଏ ସ୍ଥାନକୁ ଯିବା ପାଇଁ କୌଣସି ଯାନବାହନରେ ଚଢ଼ିବା
							ఉదాహరణ : 
							ଡେରି ହେବା ଯୋଗୁଁ ଆମେ ଦଶଟା ବେଳର ବସ୍ ଧରିପାରିଲୁ ନାହିଁ