అర్థం : କୌଣସି କାମ, କଥା କିମ୍ବା ବ୍ୟବହାରକୁ ସୂକ୍ଷ୍ମ ଭାବରେ ଦେଖିବାର କ୍ରିୟା
							ఉదాహరణ : 
							ସେ କ୍ଷେତର କାମ ନିରୀକ୍ଷଣ କରୁଥିଲା
							
పర్యాయపదాలు : ତଦାରଖ, ନିରୀକ୍ଷଣ, ପର୍ଯ୍ୟୟବେକ୍ଷଣ
ఇతర భాషల్లోకి అనువాదం :
Management by overseeing the performance or operation of a person or group.
oversight, superintendence, supervising, supervisionఅర్థం : ବିବାହ ସମ୍ବନ୍ଧ ସ୍ଥିର କରିବାପାଇଁ ବର ଓ କନ୍ୟାଙ୍କୁ ଦେଖାଇବାର କ୍ରିୟା
							ఉదాహరణ : 
							ଦେଖାଚାହାଁ ପରେ ହିଁ ବିବାହ ଦିନ ନିଶ୍ଚିତ କରାଯିବ
							
ఇతర భాషల్లోకి అనువాదం :
विवाह संबंध स्थिर रखने के लिए वर या कन्या को देखने की क्रिया।
बरेखी के बाद ही विवाह का दिन निश्चित किया जाएगा।అర్థం : ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ
							ఉదాహరణ : 
							ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି
							
పర్యాయపదాలు : ନିରୀକ୍ଷଣ, ପର୍ଯ୍ୟବେକ୍ଷଣ
ఇతర భాషల్లోకి అనువాదం :
Attention and management implying responsibility for safety.
He is in the care of a bodyguard.