అర్థం : ଅନୁଭବ କରାଇବା
							ఉదాహరణ : 
							ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
							
పర్యాయపదాలు : ଅନୁଭବ କରାଇବା, ପହଞ୍ଚାଇବା
ఇతర భాషల్లోకి అనువాదం :
అర్థం : ଲୋକ ଦେଖାଣିଆ ବା ଗର୍ବର ସହିତ ପିନ୍ଧିବା ବା ପ୍ରଦର୍ଶିତ କରିବା
							ఉదాహరణ : 
							ଶୀଲା ନୂଆ ଚୁଡ଼ିଗୁଡ଼ିକ ଦେଖାଉଛି
							
పర్యాయపదాలు : ଉପସ୍ଥାପନ କରିବା, ପ୍ରତ୍ୟକ୍ଷ କରାଇବା, ପ୍ରଦର୍ଶନ କରିବା, ପ୍ରଦର୍ଶିତ କରିବା
ఇతర భాషల్లోకి అనువాదం :
అర్థం : ଯାଞ୍ଚ ବା ନିରୀକ୍ଷଣ କରାଇବା
							ఉదాహరణ : 
							ଆପଣ କଣ ରୋଗୀକୁ ଡାକ୍ତରକୁ ଦେଖାଇଲେ ?
							
ఇతర భాషల్లోకి అనువాదం :
అర్థం : ଆଖିରେ କୌଣସି ବ୍ୟକ୍ତି, ପଦାର୍ଥ, କାମଆଦିର ରୂପ-ରଙ୍ଗ ଏବଂ ଆକାର-ପ୍ରକାର ବା ଗୁଣଆଦିର ଜ୍ଞାନ ପ୍ରାପ୍ତ କରିବା
							ఉదాహరణ : 
							ସେ ଆମକୁ ନିଜର ନୂଆଘର ଦେଖାଇଲା
							
పర్యాయపదాలు : ଦର୍ଶାଇବା
ఇతర భాషల్లోకి అనువాదం :
అర్థం : କୌଣସି ବସ୍ତୁ ବା କାର୍ଯ୍ୟ ଆଡ଼କୁ ଇଙ୍ଗିତ କରିବା
							ఉదాహరణ : 
							ମାଆ ମୋତେ ଆକାଶରେ ଧ୍ରୁବ ତାରାର ସ୍ଥିତି ବତାଇଲେ
							
పర్యాయపదాలు : ନିର୍ଦ୍ଦେଶ କରିବା, ବତାଇବା
ఇతర భాషల్లోకి అనువాదం :
किसी वस्तु या कार्य आदि की ओर इंगित करना।
माँ ने मुझे आसमान में ध्रुव तारे की स्थिति बताई।