అర్థం : ଯେଉଁ ଅବଭୃଥ ଯଜ୍ଞ ବା ସ୍ନାନ ଯାହା କୌଣସି ଯଜ୍ଞର ଶେଷରେ ସେଥିରେ ହୋଇଥିବା ସବୁ ତ୍ରୁଟି ବା ଦୋଷର ଶାନ୍ତି କରିବାପାଇଁ କରାଯାଇଥାଏ
							ఉదాహరణ : 
							ଋଷିମାନେ ରାଜାଙ୍କର ଦୀକ୍ଷାନ୍ତ କରାଇଲେ
							
పర్యాయపదాలు : ଦୀକ୍ଷାନ୍ତ
ఇతర భాషల్లోకి అనువాదం :
The public performance of a sacrament or solemn ceremony with all appropriate ritual.
The celebration of marriage.