అర్థం : ବେଶ୍ୟା ବା ଛିଣ୍ଡାଳି ସ୍ତ୍ରୀମାନଙ୍କର ଦଲାଲି କରୁଥିବା ବ୍ୟକ୍ତି
							ఉదాహరణ : 
							କେତେକ ଭାଡ଼ୁଆ ନିରୀହା ଝିଅଙ୍କୁ ନିଜର ଶିକାର ବନାନ୍ତି
							
పర్యాయపదాలు : ଭାଡ଼ୁଆ
ఇతర భాషల్లోకి అనువాదం :
అర్థం : ଦୋକାନି ସହ ସାମିଲ୍ ହୋଇଥିବା ଦଲାଲ
							ఉదాహరణ : 
							ଦଲାଲର କଥାରେ ପଡ଼ିବାରୁ ମୁଁ ଦୋକାନି ଦ୍ୱାରା ଠକିଗଲି
							
ఇతర భాషల్లోకి అనువాదం :
అర్థం : ସଉଦା କିଣିବା ବା ବିକିବାବେଳେ ଯେଉଁଲୋକ କିଛି ପାରିଶ୍ରମିକ ନେଇ ସାହାଯ୍ୟ କରେ
							ఉదాహరణ : 
							ଦଲାଲ ମାଧ୍ୟମରେ ମୁଁ ଏହି ଗାଡ଼ି କିଣିଛି
							
పర్యాయపదాలు : ଏଜେଣ୍ଟ
ఇతర భాషల్లోకి అనువాదం :