అర్థం : କାମରେ ଆସିବା ବା ଲାଗିବା
							ఉదాహరణ : 
							ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
							
పర్యాయపదాలు : ଖର୍ଚ୍ଚହେବା, ବ୍ୟବହାର ହେବା, ଲାଗିବା
ఇతర భాషల్లోకి అనువాదం :
అర్థం : କୌଣସି ଜିନିଷର ଆବଶ୍ୟକତା ବା ଦରକାର ହେବା
							ఉదాహరణ : 
							ଆମକୁ କିଛି ନୂଆ ଜିନିଷର ଆବଶ୍ୟକତା ରହିଛି
							
పర్యాయపదాలు : ଆବଶ୍ୟକତା ରହିବା, ପ୍ରୟୋଜନ ହେବା
ఇతర భాషల్లోకి అనువాదం :
* किसी की आवश्यकता या ज़रूरत होना।
हमें कुछ नई वस्तुओं की आवश्यकता है।