అర్థం : ବଳ ପ୍ରୟୋଗଦ୍ୱାରା ବିରୋଧ, ଉପଦ୍ରବ, ବିଦ୍ରୋହଆଦିକୁ ଦମନ କରିବାର କ୍ରିୟା
							ఉదాహరణ : 
							ଇଂରେଜମାନେ ବାରମ୍ବାର ପରାଧୀନ ଭାରତୀୟମାନଙ୍କର ବିରୋଧକୁ ଦମନ କରିଥିଲେ
							
ఇతర భాషల్లోకి అనువాదం :
అర్థం : ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
							ఉదాహరణ : 
							ଆମେ ନିଜର ଇଚ୍ଛାକୁ ଦମନ କରୁ  ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ
							
పర్యాయపదాలు : ଚ୍ପାଇ ରଖିବା, ଦବେଇକି ରଖିବା, ଦମନ କରିବା, ଦମିତ କରିବା
ఇతర భాషల్లోకి అనువాదం :