అర్థం : ସ୍ନେହରେ ବା ଆରାମଦେବାପାଇଁ କାହାରି ଶରୀରରେ ଧୀରେଧୀରେ ପାପୁଲିରେ ଆଘାତ କରିବା
							ఉదాహరణ : 
							ମା ପିଲାଟିକୁ ସ୍ନେହରେ ଥାପୁଡ଼ୁଛି
							
పర్యాయపదాలు : କୋମଳସ୍ପର୍ଶ ଦେବା
ఇతర భాషల్లోకి అనువాదం :
అర్థం : କୌଣସି ବସ୍ତୁ ବା ଶରୀରର ଅଙ୍ଗ ଉପରେ ଧୀରେ ଧୀରେ ହାତ ବୁଲେଇବା
							ఉదాహరణ : 
							ମାଆ ସ୍ନେହଁରେ ପିଲାର ପିଠି ଆଉଁଷୁଛନ୍ତି
							
పర్యాయపదాలు : ଆଉଁଷିବା, କୋମଳ ଲଘୁସ୍ପର୍ଶ ଦେବା, ସାଉଁଳିବା
ఇతర భాషల్లోకి అనువాదం :