అర్థం : ଏଭଳି ଅନୁରୋଧ ବା ଆଦେଶ ଯାହାର ପାଳନ ପାଇଁ ବାରମ୍ବାର କୁହାଯାଇଛି
							ఉదాహరణ : 
							ମାଲିକ ଚାକରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବଳଦମାନଙ୍କୁ ଖାଲି କୁଟାନଡ଼ା ଖୁଆଯାଉ
							
పర్యాయపదాలు : ନିର୍ଦ୍ଦେଶ
ఇతర భాషల్లోకి అనువాదం :
అర్థం : କାହାଠାରୁ ନିଜର ପ୍ରାପ୍ୟଧନ ପାଇବା ବା ଆବଶ୍ୟକ କାର୍ଯ୍ୟ କରିବାପାଇଁ ପୁଣିଥରେ କହିବା ବା ମନେପକାଇଦେବା କ୍ରିୟା
							ఉదాహరణ : 
							କେତେଥର ତାଗିଦା କରିବା ସତ୍ତ୍ୱେ ବି ସେ ମୋ ପଇସା ଦେଇନାହିଁ
							
ఇతర భాషల్లోకి అనువాదం :