అర్థం : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
							ఉదాహరణ : 
							ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
							
పర్యాయపదాలు : କୁଦିବା, ଡିଆଁମାରିବା
ఇతర భాషల్లోకి అనువాదం :
అర్థం : ଡେଇଁବାର ପ୍ରକ୍ରିୟା
							ఉదాహరణ : 
							ଆଜି ମୋ ଡାହାଣ ଆଖି ଡେଇଁବା ଯୋଗୁଁ ମୋତେ ଭାରି ଖରାପ ଲାଗୁଛି
							
ఇతర భాషల్లోకి అనువాదం :
అర్థం : ଜୋରରେ ଉପରକୁ ଉଠିବା
							ఉదాహరణ : 
							ଗାଡ଼ିଆରେ ମାଛଗୁଡ଼ିକ ଡେଉଁଛନ୍ତି ସେ ଡେଇଁପଡ଼ି ଓ ଗଛର ଡାଳ ଧରି ଝୁଲି ପଡ଼ିଲା
							
పర్యాయపదాలు : ଡିଆଁ ମାରିବା
ఇతర భాషల్లోకి అనువాదం :
అర్థం : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							ఉదాహరణ : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
పర్యాయపదాలు : କୁଦା ମାରିବା, କୁଦିବା, ଲମ୍ଫ ଦେବା
అర్థం : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
							ఉదాహరణ : 
							ଛୁଆମାନେ ବାଲି ଉପରେ ଡେଉଁଛନ୍ତି
							
పర్యాయపదాలు : କୁଦିବା, ଲମ୍ଫପ୍ରଦାନ କରିବା
ఇతర భాషల్లోకి అనువాదం :