అర్థం : କୌଣସି ବିଶେଷ ରୋଗରୁ ଶରୀରକୁ ସୁରକ୍ଷା ଦେବାଲାଗି ବିଶେଷ ରୂପେ ପ୍ରସ୍ତୁତ କରାଯାଇଥିବା ଗୋଟିଏ ଔଷଧ ଯାହା ଛୁଞ୍ଚି ଦ୍ୱାରା ଶରୀର ମଧ୍ୟରେ ପହଞ୍ଚାଇଦିଆଯାଇଥାଏ
							ఉదాహరణ : 
							ବିଶେଷ ରୋଗ ପାଇଁ ପ୍ରସ୍ତୁତ ହୋଇଥିବା ଟୀକା ସେହି ରୋଗରୁ ଶରୀରକୁ ସୁରକ୍ଷା ଦେଇଥାଏ
							
ఇతర భాషల్లోకి అనువాదం :
అర్థం : କୌଣସି କଥା ବା କାମର ଗୁଣ ଦୋଷ ଆଦି ସମ୍ବନ୍ଧରେ ପ୍ରକଟ କରାଯାଉଥିବା ବିଚାର
							ఉదాహరణ : 
							ସେ ଆଲୋଚନା ଶୁଣି ମଧ୍ୟ ଅପ୍ରଭାବିତ ରହିଲେ
							
పర్యాయపదాలు : ଆଲୋଚନା, ଟୀପ୍ପଣୀ, ସମାଲୋଚନା
ఇతర భాషల్లోకి అనువాదం :
किसी बात या कार्य के गुण दोष आदि के संबंध में प्रकट किया जाने वाला विचार।
वे आलोचना सुनकर भी अप्रभावित रहे।అర్థం : ସ୍ତ୍ରୀ ଲୋକମାନେ ମୁଣ୍ଡରେ ପିନ୍ଧୁଥିବା ଏକ ଗହଣା
							ఉదాహరణ : 
							କନ୍ୟାର ମଥାରେ ରତ୍ନ ଜଡ଼ିତ ଟୀକା ସୁଶୋଭିତ ହେଉଛି
							
ఇతర భాషల్లోకి అనువాదం :
అర్థం : ଯେଉଁ ପୁସ୍ତକରେ କୌଣସି ବିଷୟ ବିସ୍ତାରଭାବେ ବର୍ଣ୍ଣନା କରାଯାଇଛି
							ఉదాహరణ : 
							ମାଆ ରାମାୟଣର ଏକ ଟୀକା ପଢ଼ୁଛନ୍ତି
							
ఇతర భాషల్లోకి అనువాదం :
वह पुस्तक जिसमें किसी विषय का कुछ विस्तार से वर्णन किया गया हो।
माँ रामायण की एक टीका पढ़ रही है।అర్థం : ଚନ୍ଦନ, କେଶରଆଦିଦ୍ୱାରା ମସ୍ତକ, ବାହୁଆଦି ଉପରେ ଲଗାଯାଉଥିବା ଚିହ୍ନ
							ఉదాహరణ : 
							ସେ ପୂଜା କରିବା ସମୟରେ ଭଗବାନଙ୍କୁ ତିଳକ ଲଗାନ୍ତି
							
ఇతర భాషల్లోకి అనువాదం :