అర్థం : କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା
							ఉదాహరణ : 
							ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି
							
పర్యాయపదాలు : ଦୋଳନ
ఇతర భాషల్లోకి అనువాదం :
అర్థం : ଝୁଲଣରେ ବସି ଝୁଲିବା
							ఉదాహరణ : 
							ସେ ଘଣ୍ଟେ ହେଲା ଝୁଲୁଛି
							
ఇతర భాషల్లోకి అనువాదం :
అర్థం : ଉପରିଭାଗ ସଂଯୁକ୍ତ ହେଲେ ବି କୋଣସି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହିବା
							ఉదాహరణ : 
							କାନ୍ଥରୁ ରସିଟିଏ ଝୁଲୁଛି
							
పర్యాయపదాలు : ଲଟକିବା
ఇతర భాషల్లోకి అనువాదం :
అర్థం : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
							ఉదాహరణ : 
							ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
							
పర్యాయపదాలు : ହଲିବା
ఇతర భాషల్లోకి అనువాదం :