అర్థం : ବହୁତ ପ୍ରାଚୀନ କାଳର ଜୀବଜନ୍ତୁ, ଗଛଲତାଆଦିଙ୍କର ଅବଶିଷ୍ଟ ରୂପ ଯାହା ମାଟି ଖୋଳିବା ସମୟରେ ଭିତର ସ୍ତରରେ ଦବି ଯାଇଥିବା ଅବସ୍ଥାରେ ମିଳେ
							ఉదాహరణ : 
							ଚୀନରେ ଡାଇନୋସର ଅଣ୍ଡାର ଜୀବାଶ୍ମ ମିଳିଛି
							
పర్యాయపదాలు : ଜୀବାଶ୍ମ
ఇతర భాషల్లోకి అనువాదం :
The remains (or an impression) of a plant or animal that existed in a past geological age and that has been excavated from the soil.
fossil