అర్థం : କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
							ఉదాహరణ : 
							୧୮୫୭ର ଜନଜାଗରଣ  ଧୀରେଧୀରେ ଯୁଦ୍ଧର ରୂପନେଲା
							
పర్యాయపదాలు : ଜାଗୃତି
ఇతర భాషల్లోకి అనువాదం :
అర్థం : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
							ఉదాహరణ : 
							ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
							
ఇతర భాషల్లోకి అనువాదం :
అర్థం : ଚେଇଁବା କ୍ରିୟା ବା ଭାବ
							ఉదాహరణ : 
							ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
							
పర్యాయపదాలు : ଉଜାଗର
ఇతర భాషల్లోకి అనువాదం :