అర్థం : ପୂର୍ବରୁ କେବେ କରିଥିବା ନିଜ ଉପକାର ବା ଅନ୍ୟର ଅପରାଧ ଉଲ୍ଲେଖ କରି କଷ୍ଟ ଦେବା
							ఉదాహరణ : 
							ଶ୍ୟାମ ତା ଅପଙ୍ଗ ଭାଈକୁ ବହୁତ ବିରକ୍ତ କରାଏ
							
పర్యాయపదాలు : କଷ୍ଟ ଦେବା, ବିରକ୍ତ କରିବା, ରଗାଇବା
ఇతర భాషల్లోకి అనువాదం :
అర్థం : କାହାକୁ ଉତ୍ତେଜିତ କରିବା
							ఉదాహరణ : 
							ରାମୁ ମୋତେ ଟିହାଇଲା ଆଉ ମୁଁ ଶ୍ୟାମ ସହିତ ଲଢ଼ିବସିଲି
							
పర్యాయపదాలు : ଉତ୍ତେଜିତକରିବା, ଉସକେଇବା, ଟିହାଇବା
ఇతర భాషల్లోకి అనువాదం :
అర్థం : କାହାର ମନରେ ସନ୍ତାପ,ଇର୍ଷା ଆଦି ଉତ୍ପନ୍ନ କରିବା
							ఉదాహరణ : 
							ବଡ଼ ଯା ନୂଆ ନୂଆ ଶାଢ଼ି ପିନ୍ଧି ତା ସାନ ଯାଆକୁ ଜଳଉଛି
							
పర్యాయపదాలు : ଇର୍ଷାନ୍ୱିତ କରାଇବା, ଜଳେଇବା
ఇతర భాషల్లోకి అనువాదం :
किसी के मन में सन्ताप, ईर्ष्या आदि उत्पन्न करना।
जेठानी नये-नये कपड़े पहनकर अपनी देवरानी को जलाती है।