అర్థం : କୌଣସି କଥା ମନେ ରଖିବାପାଇଁ ଲେଖି ରଖିବା
							ఉదాహరణ : 
							ରାନୁ ନିଜ ସାଙ୍ଗର ବିବାହ ତାରିଖ କ୍ୟାଲେଣ୍ଡରରେ ଟିପି ରଖିଲା
							
పర్యాయపదాలు : ଟିପି ରଖିବା
ఇతర భాషల్లోకి అనువాదం :
అర్థం : କୌଣସି ବସ୍ତୁ ଆଦି ଉପରେ ଗାର ଆଦିରେ ଚିହ୍ନ କରିବା
							ఉదాహరణ : 
							ସେ ଦୋକାନର ପ୍ରତ୍ୟେକ ବସ୍ତୁ ଉପରେ ଚିହ୍ନ କଲା
							
పర్యాయపదాలు : ଚିହ୍ନ କରିବା, ଦାଗ ଦେବା
ఇతర భాషల్లోకి అనువాదం :
किसी वस्तु आदि पर लकीर आदि से निशान बनाना।
उसने दूकान की हर वस्तु पर चिह्न बनाया।