అర్థం : ରୋଗ ଦୂର କରିବାର ଉପାୟ ବା ପ୍ରକ୍ରିୟା
							ఉదాహరణ : 
							ଗାଁର ରୋଗୀମାନଙ୍କୁ ଚିକିତ୍ସାପାଇଁ ସହର ଯିବାକୁ ପଡ଼ିଥାଏ  ଏହି ରୋଗର ପ୍ରତିକାର କଣ ହେବ?
							
పర్యాయపదాలు : ଉପଚାର, ଡାକ୍ତରୀ ଚିକିତ୍ସା, ରୋଗ ପ୍ରତିକାରକ, ରୋଗଉପଚାର
ఇతర భాషల్లోకి అనువాదం :
అర్థం : ଚିକିତ୍ସକଙ୍କ କାମ ବା ପେଶା
							ఉదాహరణ : 
							ସେ ଚିକିତ୍ସା କରି ତାଙ୍କ ପରିବାର ଭରଣପୋଷଣ କରନ୍ତି
							
పర్యాయపదాలు : ଡାକ୍ତରି
ఇతర భాషల్లోకి అనువాదం :
The learned profession that is mastered by graduate training in a medical school and that is devoted to preventing or alleviating or curing diseases and injuries.
He studied medicine at Harvard.